ଜାତୀୟ

ଲ୍ୟାଣ୍ଡମାଇନ ବିସ୍ପୋରଣରେ ଜଣେ ବିଏସଏଫ ଯବାନ ସହୀଦ

ପୁଣି ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଜଣେ ବିଏସଏଫ ଯବାନ ସହୀଦ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲାର ପରତାପପୁର ଜଙ୍ଗଲରେ ମାଓବାଦୀଙ୍କ ଲ୍ୟାଣ୍ଡମଇଁନ ବିସ୍ପୋରଣ।

ଏଥିରେ ବିଏସଏଫ ଯବାନ ସହୀଦ। ସହୀଦ ଯବାନଙ୍କ ନାଁ ଆଖିଲେସ ରାୟ। ମଧ୍ୟପ୍ରଦେଶର ଗାଜିପୁରରେ ସହୀଦ ଯବାନ ଆଖିଲେସଙ୍କ ଘର।ଏହି ଘଟଣା ପରେ ବିଏସଏଫ ଏବଂ DRG ଯବାନଙ୍କ ଦ୍ଵାରା ଅପରେସନକୁ ଜୋରଦାର କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com