ଅନ୍ତର୍ଜାତୀୟ

ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ଗାର୍ଲଫ୍ରେଣ୍ଡ ପୁଣି ସାର୍ବଜନିକ ସ୍ତରରେ ନଜର ଆସିଛନ୍ତି

ଦୀର୍ଘ ସମୟ ପରେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ଗାର୍ଲଫ୍ରେଣ୍ଡ ପୁଣି ସାର୍ବଜନିକ ସ୍ତରରେ ନଜର ଆସିଛନ୍ତି । ଏହି ରହସ୍ୟମୟୀ ୪୦ ସପ୍ତାହ ପରେ ପୁଣି ସାର୍ବଜନିକ ସ୍ତରରେ ନଜର ଆସିଛନ୍ତି । ବ୍ରିଟିଶ ସମ୍ବାଦପତ୍ର ଦି ସନ୍‌ର ରିପୋର୍ଟ ଅନୁଯାୟୀ ୪୦ ବର୍ଷୀୟା ଏଲିନାଙ୍କୁ ଶେଷ ଥର ଅକ୍ଟୋବର ୨୨ରେ ଦେଖିବାକୁ ମିଳିଥିଲା ।

୭ ଡିସେମ୍ବରରେ ଏଲିନାଙ୍କ ଭିଡିଓ ସାମ୍ନାକୁ ଆସିଛି । ଏହି ନୂଆ ଭିଡିଓରେ ଏଲିନା ବିବାହ ମୁଦି ପିନ୍ଧିଥିବାର ନଜର ଆସୁଛନ୍ତି । ଏହାପରେ ଏବେ ଚର୍ଚ୍ଚା ହେଉଛି କି ଏକ ସିକ୍ରେଟ୍ ସେରିମନିରେ ଏଲିନା ପୁଟିନଙ୍କୁ ବହୁ ବର୍ଷ ପୂର୍ବରୁ ବିବାହ କରିସାରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com