ଜାତୀୟରାଜନୀତି

ଦେଶ ନିର୍ବାଚନମୁହାଁ ହୋଇଛି

ଦେଶ ନିର୍ବାଚନମୁହାଁ ହୋଇଛି। ଏହା ମଧ୍ୟରେ ଭୋଟରଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍‌ନାକୁ ଆସିବାରେ ଲାଗିଛି। ଏବେ ପ୍ରୟାଗରାଜର ଭୋଟର ଚର୍ଚ୍ଚାରେ ଅଛନ୍ତି।

ଏଠାକାର ୪୬ ଲକ୍ଷ ଭୋଟରଙ୍କ ମଧ୍ୟରେ ୧୦୪୯ ଜଣ ବୟୋଜ୍ୟଷ୍ଠ ସାମିଲ ଅଛନ୍ତି। ଏମାନଙ୍କ ବୟସ ୧୦୦ରୁ ୧୨୦ ମଧ୍ୟରେ ରହିଛି। ଏହି ବୟସ୍କ ବ୍ୟକ୍ତିମାନେ ଭାରତରେ ବ୍ରିଟିଶ ଶାସନର ଅନ୍ତ ସହିତ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କଠାରୁ ନେଇ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଯାତ୍ରା ଦେଖିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com