ମନୋରଞ୍ଜନ

ଅକ୍ଷୟ କୁମାରଙ୍କ ‘ୱେଲକମ୍ ୩’ କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରି ରହିଛି

ଅକ୍ଷୟ କୁମାରଙ୍କ ‘ୱେଲକମ୍ ୩’ କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରି ରହିଛି । ତେବେ ଏହା ମଧ୍ୟରେ ଖବର ମିଳିଛି କି ଅକ୍ଷୟ କୁମାର ‘ୱେଲକମ୍ ୩’ ଶୁଟିଂ ଆରମ୍ଭ କରି ଦେଇଛନ୍ତି ।

‘ୱେଲକମ୍ ଟୁ ଜଙ୍ଗଲ’ ୱେଲକମ୍ ଫିଲ୍ମ ଫ୍ରାଞ୍ଚାଇଜର ୩ୟ ଫିଲ୍ମ । ଏହି ଫିଲ୍ମକୁ ନେଇ ଅକ୍ଷୟ କୁମାର ଦୀର୍ଘ ସମୟ ଧରି ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାରେ ଅଛନ୍ତି । ଏହି କ୍ରମରେ ଏବେ ଅକ୍ଷୟ କୁମାର ୱେଲକମ୍ ୩ ଶୁଟିଂ ସମୟର ଏକ ବିଟିଏସ୍ ଭିଡିଓ ସେୟାର କରିଛନ୍ତି ଯାହାକୁ ଏବେ ସୋସିଆଲ ମିଡିଆରେ ବେଶ୍ ପସନ୍ଦ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com