ୟୁନିଭରସିଟି ଗ୍ରାଣ୍ଟସ କମିସନ ପକ୍ଷରୁ ପିଏଚଡି ରିସର୍ଚ୍ଚ ପେପରକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପିଏଚଡି ଥେସିସ ପୂର୍ବରୁ ରିସର୍ଚ୍ଚ ପେପର ପ୍ରକାଶ କରିବା ଏବେ ବାଧ୍ୟତାମୂଳକ ହେବ ନାହିଁ । ତେବେ ଯେଉଁମାନେ ପିଏଚଡି କରିବାକୁ ପ୍ଲାନିଂ କରୁଛନ୍ତି ସେମାନଙ୍କ ପାଇଁ ଏହି ନିଷ୍ପତ୍ତି ଏକ ଆଶ୍ୱସ୍ତିକର ଖବର । ଏ ବାବଦରେ ୟୁଜିସି ପକ୍ଷରୁ ଅଫିସିଆଲ ୱେବସାଇଟ୍ ugc.ac.inରେ ନୋଟିଫିକେସନ ଜାରି କରାଯାଇଛି ।
Related Articles
Check Also
Close