ଓଡ଼ିଶା

ମେଘାଳୟର ତୁରାରେ ଭୂମିକମ୍ପ ଝଟକା ଅନୁଭୂତ

ମେଘାଳୟର ତୁରାରେ ଗୁରୁବାର ସକାଳେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ସକାଳ ୩:୪୬ ସମୟରେ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ଥିଲା। ଭୂମିକମ୍ପର ଗଭୀରତା ୫ କିମି ରହିଥିଲା। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ,  ଏହି ଭୂମିକମ୍ପ ତୁରା ଠାରୁ ୩୭ କିମି ଦୂର ଉତ୍ତର-ପୂର୍ବରେ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com