ମନୋରଞ୍ଜନ

ପାକିସ୍ତାନୀ ସିଙ୍ଗର୍‌ ରାହତ ଫତେ ଅଲ୍ଲି ଖାନ୍‌ ଜଣେ ଶିଷ୍ୟଙ୍କ ଗାଲକୁ ଠୋ ଠୋ ଚାପୁଡା ମାରିବା ସହ ଚପଲରେ ପିଟିଛନ୍ତି

ଲୋକପ୍ରିୟ ପାକିସ୍ତାନୀ ସିଙ୍ଗର୍‌ ରାହତ ଫତେ ଅଲ୍ଲି ଖାନ୍‌। ତାଙ୍କୁ ନେଇ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ଜଣେ ଶିଷ୍ୟଙ୍କ ଗାଲକୁ ଠୋ ଠୋ ଚାପୁଡା ମାରିବା ସହ ଚପଲରେ ପିଟିଛନ୍ତି।

କେବଳ ସେତିକି ନୁହେଁ ଚୁଟି ଧରି ଘୋଷାରି ନେଇଛନ୍ତି। ଯେତେ ନେହୁରା ହେଲେ ବି କିଛି ଶୁଣୁ ନାହାନ୍ତି। କେବଳ ମାଡ଼ ନୁହେଁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରୁଛନ୍ତି। ଏହି ପୂରା ଘଟଣା ଭିଡିଓ ଏବେ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Related Articles

Back to top button