ଜାତୀୟ

ଜବ୍-ସର୍ଚ୍ଚ ବା ଚାକିରି-ସନ୍ଧାନ ପ୍ଲାଟଫର୍ମ ଲିଙ୍କଡଇନର ଲକ୍ଷ ଲକ୍ଷ ୟୁଜର୍ ବା ବ୍ୟବହାରକାରୀ ଅଛନ୍ତି

ଜବ୍-ସର୍ଚ୍ଚ ବା ଚାକିରି-ସନ୍ଧାନ ପ୍ଲାଟଫର୍ମ ଲିଙ୍କଡଇନର ଲକ୍ଷ ଲକ୍ଷ ୟୁଜର୍ ବା ବ୍ୟବହାରକାରୀ ଅଛନ୍ତି। ଏହି ପ୍ଲାଟଫର୍ମ ଚାକିରି ସନ୍ଧାନ କ୍ଷେତ୍ରରେ ସହାୟକ ହୋଇଥାଏ।

ବିଶେଷ କରି ଘରୋଇ ସଂସ୍ଥାରେ ନିଯୁକ୍ତି ପାଇଁ ଲିଙ୍କଡଇନ କୋଟି କୋଟି ଲୋକଙ୍କୁ ଦେଇଥାଏ ସୁଯୋଗ। ଏବେ ଏହି ପ୍ଲାଟଫର୍ମ ୟୁଜରଙ୍କ ମନୋରଞ୍ଜନ ପାଇଁ ଚିନ୍ତା କରୁଛି। ଏକ ରିପୋର୍ଟ ଅନୁସାରେ, ଲିଙ୍କଡଇନ ଇନଷ୍ଟାଗ୍ରାମ ଓ ଫେସବୁକ୍ ପରି ରିଲ୍ସ ଭିଡିଓ ଫିଚର୍ ଆଣିବାକୁ ଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com