Featuredଜାତୀୟରାଜନୀତି

ଗୁରୁବାର ଗୁଜୁରାଟରେ ଚାଲିଛି  ପ୍ରଥମ ପର୍ଯ୍ୟାୟ ମତଦାନ

ଗାନ୍ଧୀନଗର: ଗୁରୁବାର ଗୁଜୁରାଟରେ ଚାଲିଛି  ପ୍ରଥମ ପର୍ଯ୍ୟାୟ ମତଦାନ । ୮୯ ସିଟରେ  ଭାଗ୍ୟ ପରୀକ୍ଷା କରୁଛନ୍ତି ୭୮୮ ଜଣ ପ୍ରାର୍ଥୀ। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ୧୪ ହଜାର ୩୮୨ଟି ମତଦାନ କେନ୍ଦ୍ରରେ ନିଜର ମତ ସାବ୍ୟସ୍ତ କରିବେ ଜନତା । ପ୍ରଥମ ପର୍ଯ୍ୟାୟ ମତଦାନରେ ୨ କୋଟି ୩୯ ଲକ୍ଷ ୭୬ ହଜାର ୬୭୦ ଭୋଟର ଭୋଟ ଦେବେ । ୧୯ ଜିଲ୍ଲାରେ ଭୋଟ ଗ୍ରହଣ ପାଇଁ ୨୫ ହଜାର ୪୪୩ ମତଦାନ କେନ୍ଦ୍ର କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ସାରିବାକୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com