କ୍ରୀଡ଼ା

ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ଟେଷ୍ଟ ସିରିଜ

ଭୁବନେଶ୍ୱର ୨୯/୧୨/୨୦୨୨ –   ଭାରତ-ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ କରିବା ପାଇଁ ମେଲବର୍ଣ୍ଣ କ୍ରିକେଟ କ୍ଲବ ଅଫର ଦେଇଛି । ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚରେ ଜବରଦସ୍ତ ସଫଳତା ପରେ MCCର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଷ୍ଟୁଆର୍ଟ ଫାକ୍ସ ଟେଷ୍ଟ ସିରିଜ ଆୟୋଜନ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । MCGର ପ୍ରବନ୍ଧନ ଦେଖୁଥିବା MCC ଓ ଭିକ୍ଟୋରିଆ ସରକାର ଭାରତ-ପାକିସ୍ତାନ ଟେଷ୍ଟ ସିରିଜ ନେଇ ଅଷ୍ଟ୍ରେଲିଆ କ୍ରିକେଟ ସହ କଥା କରିଛନ୍ତି । ଆଶା କରାଯାଉଛି ଯେ ଅଷ୍ଟ୍ରେଲିଆ କ୍ରିକେଟ ଏନେଇ ICC ସହ ଆଲୋଚନା କରିବେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com