ଓଡ଼ିଶା

୧୦ ହଜାର ନେଲେ, ହେଲେ ସୁଝିବେ ୧୦ରୁ ୧୫ ଲକ୍ଷ

୧୦ ହଜାର ନେଲେ, ହେଲେ ସୁଝିବେ ୧୦ରୁ ୧୫ ଲକ୍ଷ । ରାଜଧାନୀରେ ଚାଲିଛି ସୁଧ ବେପାରୀଙ୍କ ରାଜ । ସାମ୍ନାକୁ ଆସିଛି ସୁଧ କାରବାରର ସାଂଘାତିକ ଚିତ୍ର ।

ବାପା ନେଇଥିଲେ ୧୦ ହଜାର ଟଙ୍କା ସୁଧ । ବାପାଙ୍କ ମୃତ୍ୟୁର ୧୦ ବର୍ଷ ପରେ ବି ପୁଅ ସୁଧ ଟଙ୍କା ସୁଝି ଚାଲିଛି । ପଦ୍ମକେଶରୀପୁର ଗାଁର ପ୍ରଦୀପ ଦାସ ବାପାଙ୍କ ସୁଧ ଟଙ୍କା ପାଇଁ ୮୦ ହଜାର ଟଙ୍କା ସୁଝି ସାରିଥିଲେ ମଧ୍ୟ ଗୁଣ୍ଡା ଆହୁରି ୧୦ରୁ ୧୫ ଲକ୍ଷ ଟଙ୍କା ମାଗୁଛନ୍ତି । ନଦେଲେ ଡିହଜମି ହଡପ କରିବା ପାଇଁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com