ଭାଇରାଲ୍ ଭିଡିଓ

ଜଙ୍ଗଲର ରାଜା ହାର ମାନିଲା କୁକୁର ପାଖରେ…; ସୋସିଆଲ ମିଡିଆରେ କୁକୁରର ସାହସକୁ ପ୍ରଶଂସା

ବ୍ୟୁରୋ: ଜଙ୍ଗଲର ରାଜା ସିଂହ । କେହି ଏହାର ସାମନା କରିବାକୁ ସାହସ ଜୁଟାଇ ନଥାଆନ୍ତି । କିନ୍ତୁ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଗୋଟିଏ କୁକୁର ସିଂହକୁ ଚ୍ୟାଲେଞ୍ଜ କରୁଛି । ଏହି କୁକୁର କେବଳ ସିଂହକୁ ଚ୍ୟାଲେଞ୍ଜ କରୁ ନାହିଁ ବରଂ ତାକୁ ଏପରି ଏକ ସ୍ଥିତିରେ ପକାଉଛି ଯେ ସିଂହ ସେହି ସ୍ଥାନ ଛାଡିବାକୁ ବାଧ୍ୟ ହେଉଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ଅନେକ କୁକୁରର ସାହସକୁ ପ୍ରଶଂସା କରୁଛନ୍ତି । କେତେକ ଏହାକୁ ଅସାଧାରଣ ବୋଲି ମନ୍ତବ୍ୟ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com