ଅନ୍ୟାନ୍ୟ

ଛାତ୍ରଙ୍କ ମାଡ଼ରେ ଶିକ୍ଷୟିତ୍ରୀ ଗୁରୁତର

 ଭୁବନେଶ୍ୱର, ୨୫/୦୨/୨୦୨୩ –    ଭିଡିଓ ଗେମ୍ ଖେଳୁଥିଲେ ଛାତ୍ର । ଛଡ଼ାଇ ନେଲେ ଶିକ୍ଷୟିତ୍ରୀ । ବାସ୍ କଥା ଏତିକି । ଆଉ ତାପରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଛାତ୍ର ଜଣଙ୍କ ତାଙ୍କୁ ନିସ୍ତୁକ ମାଡ ମାରିଥିଲା ଛାତ୍ର । ତଳେ ପକାଇ ଗୋଇଠା ବିଧା ଯେତେ ଇଚ୍ଛା ମାରି ଚାଲିଲା । ପିଟି ପିଟି ଗୁରୁତର ଆହତ କରିବା ପରେ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଉଦ୍ୟମ କରିଥିଲା । କେହି ଜଣେ ତାକୁ ଅଟକାଇବାରୁ ଉତ୍ତ୍ୟକ୍ତ ଛାତ୍ର କବଳରୁ ଶିକ୍ଷୟିତ୍ରୀ ରକ୍ଷା ପାଇଥିଲେ ।

ଆମେରିକାର ଫ୍ଲୋରିଡାରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ମୁଣ୍ଡରେ ଜୋରରେ ଆଘାତ କରାଯାଇଛି । ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com