ଓଡ଼ିଶା

ସମବାୟ ସମିତି ସଦସ୍ୟ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି : ଜୁନ୍ ୧୯ ଓ ଜୁନ୍ ୨୬ ରେ ପ୍ରାଥମିକ ସମବାୟ ସମିତି ନିର୍ବାଚନ

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ ଶେଷ ହେବା ପରେ ଏବେ ପ୍ରାଥମିକ ସମବାୟ ସମିତି ସଦସ୍ୟ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷ ଜୁନ୍ ମାସରେ ସମବାୟ ନିର୍ବାଚନ ଅନୁଷ୍ଠିତ ହେବ । ସୂଚନା ଅନୁଯାୟୀ, ଜୁନ୍ ୧୯ ଓ ଜୁନ୍ ୨୬ ରେ ପ୍ରାଥମିକ ସମବାୟ ସମିତି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ଏନେଇ ସମବାୟ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com