Featuredଓଡ଼ିଶା

ଝିଅକୁ କୂଅରେ ଫିଙ୍ଗିଦେଇ ମା ଫେରାର

ଗଞ୍ଜାମ: ଶିଶୁ କନ୍ୟାକୁ କୂଅରେ ଫିଙ୍ଗି ମାଆ ଫେରାର। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ କଙ୍କୋରଡ଼ା ବ୍ରାହ୍ମଣ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ସୌଭାଗ୍ୟ ବଶତଃ ବଞ୍ଚିଯାଇଛି ଶିଶୁକନ୍ୟା ।

ଶିଶୁକନ୍ୟା ଶୋଇଥିବା ବେଳେ ତା’ ମାଆ ଉଠାଇ ନେଇ କୂଅରେ ଫିଙ୍ଗିବା ପରେ ଫେରାର ହୋଇଯାଇଥିଲା।  ଝିଅଟି କୂଅରେ ଓହଳିକି ଥିବା ଗ୍ରାମବାସୀ ସକାଳେ ଦେଖି ଉଦ୍ଧାର କରିଥିଲେ ।

ତେବେ କାହିଁକି ଶିଶୁକନ୍ୟାକୁ ମାଆ କୂଅରେ ଫିଙ୍ଗିଲା, କାରଣ ଜଣାପଡ଼ିନାହିଁ। ଏହି ଭିଡିଓ ଭାଇରାଲ ହେବା ପରେ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com