ରାଜନୀତି

ବିଜେପି ନେତା ରଣଜିତ ଶ୍ରୀନିବାସଙ୍କୁ ହତ୍ୟା ମାମଲାରେ କେରଳ କୋର୍ଟଙ୍କ ବଡ ଘୋଷଣା

ବିଜେପି ନେତା ରଣଜିତ ଶ୍ରୀନିବାସଙ୍କୁ ହତ୍ୟା ମାମଲାରେ କେରଳ କୋର୍ଟଙ୍କ ବଡ ଘୋଷଣା । ଅଦାଲତ ପିଏଫଆଇର ୧୫ ଜଣ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୧ ଡିସେମ୍ବର ୧୯ରେ ବିଜେପି ନେତା ଶ୍ରୀନିବାସଙ୍କୁ ହତ୍ୟା କରାଯାଇଥିଲା।

ଏବେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ୧୫ ଜଣ ସଦସ୍ୟଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ବହୁଚର୍ଚ୍ଚିତ ଏହି ହତ୍ୟା ମାମଲାର ଶୁଣାଣି ପରେ ମାଭେଲିକରା ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ରାୟ ଶୁଣାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com