ରାଜନୀତି

ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜନୀତି ସରଗରମ ହୋଇଛି

ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜନୀତି ସରଗରମ ହୋଇଛି। ସବୁ ପ୍ରାର୍ଥୀ ପ୍ରଚାର ମଇଦାନରେ। ହେଲେ ଆଜି କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ବିଜୁ ଜନତା ଦଳ ସାଂସଦ ପ୍ରାର୍ଥୀ ଡାକ୍ତର ଦିଲୀପ ତିର୍କୀଙ୍କ ପ୍ରଚାରରେ।

ଟାଣ ଖରାରେ ପ୍ରଚାର କରି ସାମାନ୍ୟ ଅସୁସ୍ଥତା ଅନୁଭବ କଲା ପରେ ଦିଲୀପ ତିର୍କୀ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚି ଆଉଟ୍ ଡୋରରେ ଚିକିତ୍ସା କରାଇଥିଲେ। ଔଷଧ ବିତରଣ କେନ୍ଦ୍ରକୁ ଯାଇ ଧାଡ଼ିରେ ରୋଗୀଙ୍କ ସହିତ ଛିଡ଼ା ହୋଇ ଔଷଧ ନେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com