Featuredଜାତୀୟରାଜନୀତି

ସମାଧାନ ଯାତ୍ରାକୁ ନେଇ ଆରମ୍ଭ ହେଲା ‘ବିରୋଧ’

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମାଧାନ ଯାତ୍ରା ନେଇ ବିବାଦ ଆରମ୍ଭ ହୋଇଯାଇଛି । କଟିହାରରେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ନହେଇପାରିବାକୁ ନେଇ ବିବାଦ ଦେଖାଦେଇଛି । ଲୋକେ ରାସ୍ତାରେ ପ୍ରତିବାଦ କରିଛନ୍ତି । ଲୋକଙ୍କ ଅଭିଯୋଗ ରହିଥିଲା ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲୋକଙ୍କ ସହ ସାକ୍ଷାତ କରୁନାହାନ୍ତି ।

ନୀତୀଶ କୁମାରଙ୍କ ସମାଧାନ ଯାତ୍ରା ଫେବ୍ରୁଆରୀ ୭ ଯାଏ ଜାରିରହିବ । ଯାତ୍ରାର ଶୁଭାରମ୍ଭ ପଶ୍ଚିମ ଚମ୍ପାରଣରୁ ଜାନୁଆରୀ ୫ରୁ ଶୁଭାରମ୍ଭ ହୋଇଥିଲା । ଯାତ୍ରା ସମୟରେ ନୀତୀଶ ଅଧିକାରୀଙ୍କ ସହ ବୈଠକ କରୁଛନ୍ତି । ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com