ଓଡ଼ିଶା

ରମ୍‌କୋ ସିମେଣ୍ଟ କାରଖାନାରେ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି କଲା ଡ୍ରାଇଭର ସଂଘ

ଚଣ୍ଡିଖୋଲ() ଯାଜପୁର ଜିଲ୍ଲା ଧର୍ମଶାଳା ସ୍ଥିତ ରମକୋ ସିମେଣ୍ଟ କାରଖାନାରେ ଜଣେ ଡ୍ରାଇଭରଙ୍କର ଦୁର୍ଘଟଣାରେ ମୃତ୍ୟୁ । ଡ୍ରାଇଭର ସଂଘ ପକ୍ଷରୁ ପ୍ରତିବାଦ । ମଙ୍ଗଳବାର ସଂଘ ପକ୍ଷରୁ ସରୋଇଠାରେ ମୃତଦେହକୁ ରଖି କାରଖାନା ସମ୍ମୁଖରେ ଆନ୍ଦୋଳନ କରିବାକୁ ଉଦ୍ୟମ କରିଛନ୍ତି ଡ୍ରାଇଭର ସଂଘ । ଏହି ସମୟରେ ପୋଲିସ ପହଞ୍ଚି ଆଲୋଚନା କରୁଛି । ରାମକୋ କର୍ତ୍ତୃପକ୍ଷ ଓ ଡ୍ରାଇଭର ସଂଘ ମଧ୍ୟରେ ଆଲୋଚନା ଚାଲିଥିଲା ବେଳେ ୫୦ ହଜାର ଟଙ୍କା କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ମିଳିଛି । ମୃତକ ଡ୍ରାଇଭର ଫାଇମ ଅକ୍ତର ବୋଲି ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com