ମନୋରଞ୍ଜନ

ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ତାଙ୍କର ଆଗାମୀ ସିରିଜ ‘ହୀରାମଣ୍ଡି’ ବିଷୟରେ ଆଜିକାଲି ଚର୍ଚ୍ଚାରେ ଅଛନ୍ତି

ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ତାଙ୍କର ଆଗାମୀ ସିରିଜ ‘ହୀରାମଣ୍ଡି’ ବିଷୟରେ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ସିରିଜରେ ପାକିସ୍ତାନର ହୀରାମଣ୍ଡିର ଝଲକ ଦେଖିବାକୁ ମିଳିବ।

ପ୍ରେମ, ଶକ୍ତି ଏବଂ ସ୍ବାଧୀନତା ପାଇଁ କିପରି ଦେହଜୀବୀମାନେ ସଂଘର୍ଷ କରୁଛନ୍ତି ତାହା ଏହି ସିରିଜରେ ଦର୍ଶାଇ ଯାଇଛି। କେବଳ ପାକିସ୍ତାନ ନୁହେଁ ଭାରତରେ ମଧ୍ୟ ଏଭଳି ସ୍ଥାନ ଅଛି, ଯାହାର ନାମ ‘ଘାସମଣ୍ଡି’। ଏହି ନାମ ହୁଏତ ‘ଘାସ’ ସହିତ ଜଡିତ ହୋଇପାରେ, କିନ୍ତୁ ଏହି ‘ମଣ୍ଡି’ରେ ଝିଅମାନଙ୍କର କିଣାବିକା ହୋଇଥାଏ।

Related Articles

Back to top button
WP Twitter Auto Publish Powered By : XYZScripts.com