ଜାତୀୟ

ପେଟିଏମ୍‌ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଲାଗିଲା RBIର କଟକଣା

ପେଟିଏମ୍‌ କୁ ବଡ଼ ଝଟକା । ପେଟିଏମ୍‌ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଲାଗିଲା RBIର କଟକଣା । ଆଉ ପେଟିଏମ୍‌ରେ ଯୋଡ଼ି ହୋଇ ପାରିବେନି ନୂଆ ଗ୍ରାହକ ।

ଫେବ୍ରୁଆରୀ ୨୯ ପରଠୁ ପେଟିଏମ୍‌ରେ ହୋଇପାରିବନି ନେଣଦେଣ । ତେବେ ପେଟିଏମ୍‌ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତିଷ୍ଠିତ କମ୍ପାନି ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କକୁ ନୂଆ ଗ୍ରାହକ ଯୋଡ଼ିବା ଉପରେ ପ୍ରତିବନ୍ଧକ ଲଗାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com