Featuredଜାତୀୟ

ବାପା ହେଲେ ତେଜସ୍ୱୀ ଯାଦବ

ବାପା ହେଲେ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ପତ୍ନୀ ରାଜଶ୍ରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ଟ୍ୱିଟ୍ କରି ଜଣାଇଛନ୍ତି ତେଜସ୍ୱୀ ଯାଦବ । ତେଜସ୍ୱୀ ବାପା ହେବା ପରେ ଲାଲୁଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି । ଜେଡିୟୁ ଓ ଆରଜେଡିର ଅନେକ ନେତା ତେଜସ୍ୱୀଙ୍କୁ ବାପା ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com