Featuredଅନ୍ତର୍ଜାତୀୟ

‘କେ-ଡ୍ରାମା’ ଦେଖିବାରୁ ୨ ହାଇସ୍କୁଲ ଛାତ୍ରଙ୍କୁ ହତ୍ୟା

ନୂଆଦିଲ୍ଲୀ:  କଠୋର ଆଇନ ବ୍ୟବସ୍ତାର ସବୁ ସୀମାକୁ ଟପି ଯାଇଛନ୍ତି କିମ୍ ଓନ୍ ଜଙ୍ଗ । ଯାହାର ପରିଣାମ ସ୍ୱରୂପ ସେ ଦୁଇଜଣ ହାଇସ୍କୁଲ ଛାତ୍ରଙ୍କୁ ଭୟଙ୍କର ମୃତ୍ୟୁଦଣ୍ଡ ଦେଇଛନ୍ତି । ସୂଚନା ଅନୁଯାୟୀ, ଦୁଇଜଣ ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଓନ୍ ଜଙ୍ଗ ଦେଶର ଦୁଇଜଣ ହାଇସ୍କୁଲ ଛାତ୍ର ଦକ୍ଷିଣ କୋରିଆନ ଓ ଆମେରିକୀୟ ସିନେମା ଦେଖିବା ଅଭିଯୋଗରେ ତାଙ୍କୁ ହତ୍ୟା କରିଛନ୍ତି । ତେବେ ଉତ୍ତର କୋରିଆର ଗଣମାଧ୍ୟମ ଇଣ୍ଡିପେଣ୍ଡେଣ୍ଟର ରିପୋର୍ଟ ଅନୁଯାୟୀ, ଏହି ଛାତ୍ର ଦୁଇଜଣ ଉତ୍ତରକୋରିଆର ରୟାଂଗାଙ୍ଗରେ ଭେଟ ହୋଇଥିଲେ । ଏହାପରେ ଉଭୟ ଅନେକଗୁଡିଏ ଦକ୍ଷିଣ କୋରିଆନ ଓ ଆମେରିକୀୟ ଡ୍ରାମା ଦେଖିଥିଲେ । ଯାହାଫଳରେ ତାଙ୍କୁ ଏପରି ଏକ ଭୟଙ୍କର ଦଣ୍ଡ ମିଳିଛି । ତେବେ ଉତ୍ତର କୋରିଆରେ ଆମେରିକୀୟ ଏବଂ ଦକ୍ଷିଣ କୋରିଆ ନାଟକ କେ- ଡ୍ରାମା ଦେଖିବାକୁ କିମ୍ବା ବିତରଣ କରିବାକୁ ବାରଣ କରାଯାଇଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com