Featuredଜାତୀୟ

ପଢିବାକୁ କହିଲେ ବୋଲି ରଶି ଲଗାଇ ଝୁଲିପଡିଲେ ୯ ବର୍ଷର ‘ଇନଷ୍ଟା କ୍ୱିନ୍

ବାପା ପଢିବାକୁ କହିଲେ ବୋଲି ରଶି ଲଗାଇ ଝୁଲିପଡିଲେ ୯ ବର୍ଷର ‘ଇନଷ୍ଟା କ୍ୱିନ୍’ । ତାମିଲନାଡୁ ପେରିୟାକୁପ୍ପମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ପ୍ରତୀକ୍ଷା ନାମକ ୯ ବର୍ଷର ଝିଅ, ସବୁବେଳେ ବିଭିନ୍ନ ରିଲ୍ସ ବନାଇ ଚର୍ଚ୍ଚାରେ ରହିଆସିଥିଲେ ।

ସେ ବାହାରେ ଖେଳୁଥିବାବେଳେ ବାପା ତାଙ୍କୁ ଘରକୁ ଯାଇ ପଢିବାକୁ କହିଥିଲେ । ଆଉ ଝିଅ ହାତରେ ଚାବି ଦେଇ ପେଟ୍ରୋଲ ଭରିବାକୁ ଚାଲିଗଲେ । ଆଉ ସେ ରାତି ପାଖାପାଖି ୮ ଟାରେ ଘରକୁ ଫେରିବା ବେଳକୁ କବାଟ ବାଡେଇଥିଲେ ବି ଝିଅର କୌଣସି ଉତ୍ତର ମିଳିନଥିଲା । କବାଟ ଭାଙ୍ଗି ଘରକୁ ପଶିବାବେଳକୁ ଝିଅ ପ୍ରତୀକ୍ଷା ବେକରେ ଗାମୁଛା ଲଗାଇ ଝୁଲିରହି ଛଟପଟ ହେଉଥିବା ଦେଖିଲେ । ହସ୍ପିଟାଲ ନେଇଥିଲେ ବି ସେଠାରେ ପ୍ରତୀକ୍ଷାର ମୃତ୍ୟୁ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com