ମନୋରଞ୍ଜନ

ଜୋୟା ଅଖତରଙ୍କ ମୁଭି ‘ଦ ଆର୍ଚିଜ

ଜୋୟା ଅଖତରଙ୍କ ମୁଭି ‘ଦ ଆର୍ଚିଜ’ ଗୁରୁବାର ଅର୍ଥାତ୍‌ ୭ ଡିସେମ୍ବରରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଛି। ଫିଲ୍ମଟି ଦର୍ଶକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି।

ଏହି ମୁଭି ମାଧ୍ୟମରେ ଅଭିନୟ ଜଗତରେ ପ୍ରବେଶ କରିଥିବା ଶାହରୁଖ ଖାଁଙ୍କ ଲାଡଲି ସୁହାନା ଖାିଁଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। କେବଳ ସୁହାନା ନୁହଁନ୍ତି ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ଏବଂ ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ମଧ୍ୟ ‘ଦ ଆର୍ଚିଜ’ରେ ଡେବ୍ୟୁ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com