ନବୀନ ଖେଳିବେ କି ମହିଳା କାର୍ଡ! କିଏ ହେବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି!!
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଗତ ମେ ୨୨ରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଛୋଟ ଧରଣର ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକ ସାରଦା ନାୟକଙ୍କୁ ଶ୍ରମ ବିଭାଗ, ସୁଦାମ ମାରାଣ୍ଡିଙ୍କୁ ଗଣଶିକ୍ଷା ବିଭାଗ ଓ ବିକ୍ରମ ଆରୁଖଙ୍କୁ ମିଳିଲା ଅର୍ଥ ବିଭାଗ । ସବୁ ବିଭାଗକୁ ତ ମନ୍ତ୍ରୀ ମିଳିଗଲେ, କିନ୍ତୁ ଖାଲି ରହିଗଲା ବାଚସ୍ପତି ପଦବୀ । କାରଣ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହୋଇଛନ୍ତି । ତେବେ ନିର୍ବାଚନୀ ବର୍ଷରେ … Continue reading ନବୀନ ଖେଳିବେ କି ମହିଳା କାର୍ଡ! କିଏ ହେବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି!!
Copy and paste this URL into your WordPress site to embed
Copy and paste this code into your site to embed