ନବୀନ ଖେଳିବେ କି ମହିଳା କାର୍ଡ! କିଏ ହେବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି!!

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଗତ ମେ ୨୨ରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଛୋଟ ଧରଣର ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକ ସାରଦା ନାୟକଙ୍କୁ ଶ୍ରମ ବିଭାଗ, ସୁଦାମ ମାରାଣ୍ଡିଙ୍କୁ ଗଣଶିକ୍ଷା ବିଭାଗ ଓ ବିକ୍ରମ ଆରୁଖଙ୍କୁ ମିଳିଲା ଅର୍ଥ ବିଭାଗ । ସବୁ ବିଭାଗକୁ ତ ମନ୍ତ୍ରୀ ମିଳିଗଲେ, କିନ୍ତୁ ଖାଲି ରହିଗଲା ବାଚସ୍ପତି ପଦବୀ । କାରଣ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହୋଇଛନ୍ତି । ତେବେ ନିର୍ବାଚନୀ ବର୍ଷରେ … Continue reading ନବୀନ ଖେଳିବେ କି ମହିଳା କାର୍ଡ! କିଏ ହେବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି!!