ଅନ୍ତର୍ଜାତୀୟ

ପାକିସ୍ତାନଠୁ ଅଧିକ ଧନୀ ଟାଟା ଗ୍ରୁପ୍

ପାକିସ୍ତାନଠୁ ଅଧିକ ଧନୀ ଟାଟା ଗ୍ରୁପ୍ । ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ଟପିଯାଇଛି ଭାରତର ଟାଟା ଗ୍ରୁପ୍ । ପାକିସ୍ତାନର ମୋଟ ଜିଡିପିର ପରିମାଣ କେବଳ ୩୪୧ ଆରବ ଡଲାର ହେଇଥିବାବେଳେ, ଟାଟା ଗ୍ରୁପର ମୋଟ୍ ଅର୍ଥରାଶିର ପରିମାଣ ଏବେ ୩୬୫ ଆରବ ଡଲାରରେ ପହଞ୍ଚିଛି।

ଆଉ ପାକିସ୍ତାନଠୁ ଅଧିକ ଧନୀ ହେଇଛି ଟାଟା ଗ୍ରୁପ । ଖାଲି ସେତିକି ନୁହେଁ, ଟାଟା ଗ୍ରୁପରେ ଥିବା ଟାଟା କନସଲଟାନ୍ସି ସର୍ଭିସର ବଜାର ମୂଲ୍ୟ କେବଳ ୧୭୦ ଆରବ ଡଲାରରେ ପହଞ୍ଚିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com