କ୍ରୀଡ଼ା

ଭାରତୀୟ ଦଳ ଆସନ୍ତା ବର୍ଷ ଜୁନରେ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ

ବିଶ୍ୱକପ ୨୦୨୩ପରେ ଭାରତୀୟ ଦଳ ଆସନ୍ତା ବର୍ଷ ଜୁନରେ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିବ, ଯେଉଁଥିପାଇଁ ଦଳ ୨୦୨୩ ଓଡିଆଇ ବିଶ୍ୱକପ ପରେ ତୁରନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ ମଇଦାନକୁ ଓହ୍ଲାଇବ।

ତେବେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ କେତେଜଣ ବରିଷ୍ଠ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ରାମ ନେଇପାରନ୍ତି। ଏଭଳି ପରିସ୍ଥିତିରେ ରୁତୁରାଜ ଗାଇକୱାଡଙ୍କୁ ଅଧିନାୟକ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com