ମନୋରଞ୍ଜନ

ପ୍ରେମରେ ପଡ଼ିଛନ୍ତି ଟେଲିପରଦାର ଲୋକପ୍ରିୟ ଅଭିନେତ୍ରୀ ଶିବାଙ୍ଗୀ ଜୋଶୀ

ପ୍ରେମରେ ପଡ଼ିଛନ୍ତି ଟେଲିପରଦାର ଲୋକପ୍ରିୟ ଅଭିନେତ୍ରୀ ଶିବାଙ୍ଗୀ ଜୋଶୀ। ଅଭିନେତା କୁଶାଲ ଟଣ୍ଡନଙ୍କୁ ସେ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ବଢ଼ୁଛି। ନିକଟରେ କୁଶାଲଙ୍କ ଜନ୍ମଦିନରେ ଲମ୍ବା ଚଉଡ଼ା ପୋଷ୍ଟ କରି ଶୁଭେଚ୍ଛା ଜଣାଇଥିଲେ ଶିବାଙ୍ଗୀ।

ଏବେ କୁଶାଲ ନିଜେ ମଧ୍ୟ ପରୋକ୍ଷରେ କିଛି ଚାଲିଥିବା ଇଙ୍ଗିତ କରିଛନ୍ତି।ଶିବାଙ୍ଗୀ-କୁଶାଲ ‘ବରସାତେଁ: ମୌସମ ପ୍ୟାର୍‌ କା’ରେ ସମସ୍ତଙ୍କ ହୃଦୟ ଜିତିଥିଲେ।

Related Articles

Back to top button