Featuredକ୍ରୀଡ଼ା

ବିଶ୍ୱକପ୍‌ ମହାମୁକାବିଲା ପାଇଁ ଅଷ୍ଟ୍ରେଲିଆର ଦ୍ରୁତ ବୋଲର Josh Hazlewood ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ବିଶ୍ୱକପ୍‌ ମହାମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଉଭୟ ଦଳ ଏଥିଲାଗି ପ୍ରସ୍ତୁତି ଶେଷ କରିଥିବା ବେଳେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହେଜଲଉଡ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ଆମେ ଭାରତୀୟ ଖେଳାଳିଙ୍କ ବିଷୟରେ ଭଲଭାବେ ଜାଣିଛୁ।

ସେମାନେ ବି ଆମକୁ ଭଲଭାବେ ଜାଣି ନେଇଛନ୍ତି। ଗତ ମ୍ୟାଚ୍‌ରେ ଆମେ ଭଲ ପ୍ରଦର୍ଶନ କରିଥିଲୁ। ଭାରତୀୟ ଦଳରେ ସେଭଳି କିଛି ଦୁର୍ବଳତା ନାହିଁ। ହେଲ ଆମେ ରବିବାର ତାଙ୍କ ସହ ଲଢ଼ିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

Related Articles

Back to top button