ଅନ୍ତର୍ଜାତୀୟ

ମହିଳା ସେନାଙ୍କର ମୃତଦେହ

ଗାଜାର ଅଲ ଶିଫା ହସ୍ପିଟାଲ ନିକଟରେ ଇସ୍ରାଏଲର ଜଣେ ମହିଳା ସେନାଙ୍କର ମୃତଦେହ ମିଳିଛି। ଇସ୍ରାଏଲ ସେନା ଏହି ସୂଚନା ପ୍ରଦାନ କରି ଏକ ବିବୃତ୍ତି ଜାରି କରିଛି।

ଇସ୍ରାଏଲ ସେନା ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ୧୯ବର୍ଷୀୟ ମାରସିଆନୋଙ୍କୁ ଅକ୍ଟୋବର ୭ରେ ହମାସ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ, ଯାହାର ମୃତଦେହ ଅଲ ଶିଫା ହସ୍ପିଟାଲ ନିକଟରେ ଇସ୍ରାଏଲ ସେନା ଦ୍ୱାରା ଉଦ୍ଧାର କରାଯାଇଛି।

ଇସ୍ରାଏଲ ସେନା ମୃତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com