ମନୋରଞ୍ଜନ

ଚର୍ଚ୍ଚାରେ ମିଥୁନଙ୍କ ପୁଅ ନମାଶି

ଚର୍ଚ୍ଚାରେ ଅଛନ୍ତି ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ନମାଶି ଚକ୍ରବର୍ତ୍ତୀ। ସେ ଫିଲ୍ମ ‘ବ୍ୟାଡ୍‌ ବୟ’ ଜରିଆରେ ଡେବ୍ୟୁ କରିଛନ୍ତି। ସିନେମାହଲରେ ଏହା ପ୍ରଦର୍ଶିତ ହେବା ଯାଏ ନମାଶି ନିଜର ପରିଚୟ ଗୋପନ ରଖିଥିଲେ।

ପ୍ରଥମେ ଏହାକୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। ହେଲେ ଏବେ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବା ପରେ ଏହାକୁ ବେଶ ପସନ୍ଦ କରାଯାଉଛି। ସେ ଏବେ ଯୁବପୀଢ଼ିଙ୍କ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com