ମନୋରଞ୍ଜନ

ଓଡ଼ିଆ ଚଳଚ୍ଚିତ୍ର ‘ରାମ’ର ଅରିଜିନାଲ ଭିଡିଓ ୟୁଟ୍ୟୁବ୍‌ ଚ୍ୟାନେଲରେ

ଓଡ଼ିଆ ଚଳଚ୍ଚିତ୍ର ‘ରାମ’ର ଅରିଜିନାଲ ଭିଡିଓକୁ ଜଣେ ବ୍ୟକ୍ତି ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ପୋଷ୍ଟ କରିବା ମହଙ୍ଗା ପଡ଼ିଛି। ଏହି ଘଟଣାରେ ଗଂଜାମ ଜିଲ୍ଲାର ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଶିବରାମ ନାହାକ।

ଚଳଚ୍ଚିତ୍ର ‘ରାମ୍‌’ର ଅରିଜିନାଲ ଭିଡିଓକୁ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା କରାପଲ୍ଲୀ ଗ୍ରାମର ଜଣେ ପାଣି ପାଇପ ମିସ୍ତ୍ରୀ ଶିବରାମ ନାହାକ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପଲୋଡ କରିଥିଲେ। ଏନେଇ ଅଭିନେତା ତଥା ପ୍ରଯୋଜକ ଅରିନ୍ଦମ ରୟ ସାଇବର ଥାନାରେ ଅଭିଯୋଗ ଆଣିଥିଲେ।

Related Articles

Back to top button