Featuredଅନ୍ତର୍ଜାତୀୟ
୨୩୫୦ ପରେ ମଣିଷ ଶୂନ
ବୈଜ୍ଞାନିକ ଅନୁସନ୍ଧାନକାରୀମାନେ କହିଛନ୍ତି ୨୦୨୬ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। କାରଣ ବର୍ତ୍ତମାନ ପୃଥିବୀର ପ୍ରଜନନ ହାର ୨.୧, କିନ୍ତୁ ଆସନ୍ତା ୨ ବର୍ଷ ମଧ୍ୟରେ ଏହା ୨.୦ କୁ ହ୍ରାସ ପାଇବ, ଯାହା ଜନ୍ମ ହାର ଉପରେ ସିଧାସଳଖ ପ୍ରଭାବ ପକାଇବ। ଯଦି ଏହାକୁ ଆଧାର କରି ଗଣନା କରାଯାଏ, ତେବେ ଆଗାମୀ ୩୦୦ ବର୍ଷରେ ବିଶ୍ୱ ଜନସଂଖ୍ୟା ମାତ୍ର ୨ ଶହ କୋଟିକୁ ହ୍ରାସ ପାଇବ ।
ପରେ ଏହା କ୍ରମେ ହ୍ରାସ ପାଇ ଶୂନରେ ପରିଣତ ହେବ। ବୈଜ୍ଞାନିକ ମଣିଷ ଜନସଂଖ୍ୟା ଶୂନ ହେବାର ତାରିଖ ୨୩୫୦ ମସିହା ପରେ ହେବ ବୋଲି ଆକଳନ କରିଛନ୍ତି।