ମନୋରଞ୍ଜନ

ରିଷବ ଶେଟ୍ଟୀ ଭୟଙ୍କର

ଫିଲ୍ମ ‘କାନ୍ତାରା’ର ଜବରଦସ୍ତ ସଫଳତା ପରେ ନିର୍ମାତାମାନେ ଏହାର ପରବର୍ତ୍ତୀ ପାର୍ଟ କାନ୍ତାରା ଚାପ୍ଟର-୧ ପରଦାକୁ ଆଣିବାକୁ ଯାଉଛନ୍ତି। ନିକଟରେ ଏହି ଫିଲ୍ମ ଘୋଷଣା କରାଯାଇଥିଲା। ଏହାର ପ୍ରଥମ ଲୁକ ଏବଂ ଟିଜର ରିଲିଜ ହୋଇଛି।

ଏହି ଟିଜରରେ ଅଭିନେତା ତଥା ନିର୍ଦ୍ଦେଶକ ରିଷବ ଶେଟ୍ଟୀଙ୍କୁ ଏକ ଭୟଙ୍କର ଏବଂ ଆକର୍ଷଣୀୟ ରୂପରେ ଦର୍ଶାଯାଇଛି। ଟିଜର ଦେଖିବା ପରେ ଏହା ପ୍ରଥମ ଫିଲ୍ମ ଅପେକ୍ଷା ଅଧିକ ରହସ୍ୟମୟ ଏବଂ ଚମତ୍କାର ହେବ ବୋଲି ଦର୍ଶକ କହିବା ଆରମ୍ଭ କଲେଣି।

Related Articles

Back to top button