Featuredଅନ୍ୟାନ୍ୟ

କିନ୍ନର ଅବା ତୃତୀୟ ଲିଙ୍ଗୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ

କିନ୍ନର ଅବା ତୃତୀୟ ଲିଙ୍ଗୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ପ୍ରତି ଜିଲ୍ଲାରେ ମେଡିକାଲ ବୋର୍ଡ ପ୍ରତିଷ୍ଠା କରାଯିବ। ତୃତୀୟ ଲିଙ୍ଗୀଙ୍କ କଲ୍ୟାଣ ଦିଗରେ ଏହି ମେଡିକାଲ ବୋର୍ଡ କାର୍ଯ୍ୟ କରିବ।

ମେଡିକାଲ ବୋର୍ଡ ଗଠନ ନିମନ୍ତେ ବିହିତ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଲିନୀ ପଣ୍ଡିତ ସମସ୍ତ ସିଡିଏମ୍‌‌ଓ/ପିଏଚ୍‌‌ଓଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ମେଡିକାଲ ବୋର୍ଡ ସିଡିଏମ୍‌‌/ପିଏଚ୍‌‌ଓଙ୍କ ନେତୃତ୍ୱରେ କାର୍ଯ୍ୟ କରିବ।

Related Articles

Back to top button