ରାଜନୀତି

ହରିୟାଣାର ଜିନ୍ଦରେ ଶିକ୍ଷା ମନ୍ଦିରକୁ ବଦନାମ

ହରିୟାଣାର ଜିନ୍ଦରେ ଶିକ୍ଷା ମନ୍ଦିରକୁ ବଦନାମ କରିଥିବା ପ୍ରିନ୍ସପଲ ଶେଷରେ ନିଜର କୁକର୍ମର ଫଳ ପାଇଛନ୍ତି। ତାଙ୍କୁ ବରଖାସ୍ତ କରାଯାଇଛି।

ଏହି ମାମଲାର ସ୍କୁଲ ଛାତ୍ରୀଙ୍କ ଯୌନ ଶୋଷଣ ବିଷୟରେ ପୋଲିସ ପ୍ରାୟ ୪୫୦ ଛାତ୍ରୀଙ୍କ ବୟାନ ରେକର୍ଡ କରିଥିଲା। ଏହି ମାମଲା ଶିକ୍ଷା ବିଭାଗର ଉଚ୍ଚ ପଦାଧିକାରୀଙ୍କ ନିକଟରେ ପହଞ୍ଚିବା ସହ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନଜରକୁ ଆସିଛି। ଏହା ପରେ ମୁଖ୍ୟମନ୍ତ୍ରୀ ପ୍ରିନ୍ସପଲଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com