ମନୋରଞ୍ଜନ

ଓପନିଂ ଡେ’ରେ କମାଲ କରିଛି ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ

ଓପନିଂ ଡେ’ରେ କମାଲ କରିଛି ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’। ବ୍ଲକବଷ୍ଟର ଫିଲ୍ମ ‘ବର୍‌ଫି’ ପରେ ଅଭିନେତାଙ୍କ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି।

ଫଳସ୍ବରୂପ ଏହା ରିଲିଜର ପ୍ରଥମ ଦିନ ହିଁ ୧୦୦ କୋଟି ବ୍ୟବସାୟ କରିଛି। କେବଳ ଭାରତରେ ୬୩ କୋଟି ରୋଜଗାର କରିଥିବା ବେଳେ ସାରା ବିଶ୍ୱର ସିନେମାଘର ଆୟକୁ ମିଶାଇ ଫିଲ୍ମଟି ଏହି ମାଇଲଷ୍ଟୋନ ସହଜରେ ପାର କରିଛି। ଆଗକୁ ଛୁଟିଦିନ ଆସୁଥିବାରୁ ଏହା ଅନେକ ଫିଲ୍ମର ରେକର୍ଡକୁ ଭାଙ୍ଗିବ ବୋଲି କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com