ଶିକ୍ଷା

ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍‌‌ ପ୍ରଦାନ

ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍‌‌ ପ୍ରଦାନ କରିବା ପ୍ରଣାଳୀକୁ ସରକାର ସରଳ କରିଛନ୍ତି। ଏଣିକି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍କଲାରସିପ୍‌‌ ପାଇଁ ଆବେଦନ କରିପାରିବେ।

ଇ-ମେଧାବୃତ୍ତି ସ୍କଲାର୍‌‌ସିପ୍‌‌, ବ୍ୟାସକବି ଫକୀରମୋହନ ମେଧା ଭାଷାବୃତ୍ତି ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାକୁ ଗୋଟିଏ ୱେବ୍‌‌ସାଇଟ୍‌‌ www.schlorship.odisha.gov.in ରେ ଆବେଦନ କରିପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ମାର୍ଗଦର୍ଶିକା ଜାରି କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com