ମନୋରଞ୍ଜନ

ଦୀନେଶ ଫଡନିସଙ୍କ ପରଲୋକ ଘଟିଛି।

ସୋନି ଟିଭିର ଲୋକପ୍ରିୟ କ୍ରାଇମ ଶୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡେରିକ୍ସଙ୍କ ପ୍ରସିଦ୍ଧ ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କ ପରଲୋକ ଘଟିଛି।

ଏକାଧିକ ଅଙ୍ଗ ବିଫଳତା କାରଣରୁ ୫୭ ବର୍ଷୀୟ ଦୀନେଶ ଶେଷନିଃଶ୍ୱାସ ତ୍ୟାଗ କରିଝନ୍ତି। ଦୀନେଶ ଯକୃତ, ହୃଦରୋଗ ଏବଂ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ। ଦୀନେଶ ଫଡନିସଙ୍କୁ ୩୦ ନଭେମ୍ବରରୁ କାଣ୍ଡିଭାଲିର ଟୁଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com