ମନୋରଞ୍ଜନ

ବଲିଉଡର ହ୍ୟାଣ୍ଡସମ ନାୟକଙ୍କ ମଧ୍ୟରୁ ହ୍ରିତିକ ରୋଶନ ଅନ୍ୟତମ

ବଲିଉଡର ହ୍ୟାଣ୍ଡସମ ନାୟକଙ୍କ ମଧ୍ୟରୁ ହ୍ରିତିକ ରୋଶନ ଅନ୍ୟତମ। ତାଙ୍କୁ ‘ବଲିଉଡ୍‌ର ଟମ କ୍ରୁଜ’ ମଧ୍ୟ କୁହାଯାଏ। ସୁନ୍ଦର ଚେହେରା ଯୋଗୁ ବଲିଉଡରେ ନିଜର ପ୍ରାରମ୍ଭିକ ଦିନରେ ଯୁବତୀମାନେ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ।

ପ୍ରଥମ ଫିଲ୍ମ ପରେ ତାଙ୍କ ପାଖକୁ ହଜାର ହଜାର ଯୁବତୀଙ୍କ ବିବାହ ପ୍ରସ୍ତାବ ଆସିଥିଲା।୨୦୦୦ରେ ଚଳଚ୍ଚିତ୍ର ‘କହୋ ନା ପ୍ୟାର ହୈ’ ରିଲିଜ ହୋଇଥିଲା। ନାୟକ ଭାବେ ହ୍ରିତିକ ଏଥିରେ ଡେବ୍ୟୁ କରିଥିଲେ। ଫିଲ୍ମରେ ଅମିଷା ତାଙ୍କର ନାୟିକା ସାଜିଥିବା ବେଳେ ଏହା ସୁପରହିଟ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com