ଅନ୍ତର୍ଜାତୀୟ

୧୪ ବର୍ଷର ନାବାଳିକା ତାଙ୍କ ସହପାଠୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ

ରୁଷିଆର ବ୍ରାଇନ୍‌ସ୍କ ସହରର ଏକ ବିଦ୍ୟାଳୟରେ ଜଣେ ୧୪ ବର୍ଷର ନାବାଳିକା ତାଙ୍କ ସହପାଠୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଛାତ୍ର ଆହତ ହୋଇଛନ୍ତି।

ତାଙ୍କ ସହପାଠୀ ଛାତ୍ରୀଛାତ୍ରଙ୍କ ଉପରକୁ ଗୁଳି ଚଳାଇବା ପରେ ଛାତ୍ରୀଜଣକ ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଜଣେ ୧୪ ବର୍ଷୀୟା ନାବାଳିକା ସ୍କୁଲ ଭିତରକୁ ପମ୍ପ୍‌-ଆକ୍ସନ ବନ୍ଧୁକ ଆଣିଥିଲେ। ଏହି ବନ୍ଧୁକ ସାହାଯ୍ୟରେ ସେ ସହପାଠୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com