ମନୋରଞ୍ଜନ

ଅଭିନେତା ଜୁନିଅର ମେହମୁଦ୍ ୪ର୍ଥ ପର୍ଯ୍ୟାୟର ଯକୃତ ଏବଂ ଫୁସଫୁସ କର୍କଟରେ ପୀଡିତ

ବହୁ ଲୋକପ୍ରିୟ ଅଭିନେତା ଜୁନିଅର ମେହମୁଦ୍ ୪ର୍ଥ ପର୍ଯ୍ୟାୟର ଯକୃତ ଏବଂ ଫୁସଫୁସ କର୍କଟରେ ପୀଡିତ। ନିକଟରେ ତାଙ୍କୁ ଭେଟିଛନ୍ତି ବଲିଉଡ୍‌ର ଅନ୍ୟତମ ୨ ଲୋକପ୍ରିୟ କଳାକାର ଜିତେନ୍ଦ୍ର ଏବଂ ସଚିନ ପିଲ୍‌ଗାଓଁକର୍‌।

ଜୁନିଅର ମେହମୁଦଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ହୋଇ ହୋଇ ଚାଲିଥିବା ବେଳେ ସେ ଏହି ଦୁଇ କଳାକାରଙ୍କୁ ଭେଟିବାକୁ ନିଜର ଇଛା ପ୍ରକାଶ କରିଥିଲେ। ସେ ଜିତେନ୍ଦ୍ରଙ୍କ ସହ ଅନେକ ପ୍ରୋଜେକ୍ଟରେ ଅଭିନୟ କରିଥିବା ବେଳେ ସଚିନ୍ ତାଙ୍କର ପିଲାଦିନର ବନ୍ଧୁ।

Related Articles

Back to top button