ଅନ୍ତର୍ଜାତୀୟ

ଭୋଲୋଡିମିର ଜେଲେନସ୍କି କହିଛନ୍ତି ଆମେ ନିଜର ପ୍ରତିରକ୍ଷା କ୍ଷମତାକୁ ସୁନିଶ୍ଚିତ କରିବା

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଆମେ ନିଜର ପ୍ରତିରକ୍ଷା କ୍ଷମତାକୁ ସୁନିଶ୍ଚିତ କରିବା ଏବଂ ସୁରକ୍ଷା ପ୍ରଦାନକାରୀ ହେବା ଲକ୍ଷ୍ୟରେ ମିତ୍ର ଦେଶଙ୍କ ସହଯୋଗରେ ଘରୋଇ ସାମରିକ ଉତ୍ପାଦନ ବୃଦ୍ଧି କରୁଛୁ।

ୟୁକ୍ରେନ କେବଳ ମିତ୍ର ଦେଶଙ୍କ ଉପରେ ନିର୍ଭର କରିବାକୁ ଚାହୁଁନାହିଁ। ୟୁକ୍ରେନ ଲକ୍ଷ୍ୟ ରଖିଛି କିଭଳି ଆମର ସମସ୍ତ ପଡ଼ୋଶୀମାନଙ୍କ ପାଇଁ ସୁରକ୍ଷା ପ୍ରଦାନକାରୀ ହୋଇପାରିବ। ଜେଲେନସ୍କିଙ୍କ ଏହି ମନ୍ତବ୍ୟ ରାଷ୍ଟ୍ରପତିଙ୍କ ୱେବସାଇଟରେ ପୋଷ୍ଟ କରାଯାଇଛି।

Related Articles

Back to top button