ମନୋରଞ୍ଜନ

ଅଭିନେତା ୟଶ ତାଙ୍କର ନୂଆ ଫିଲ୍ମ ଘୋଷଣା କରିଛନ୍ତି

‘କେଜିଏଫ୍’ ଏବଂ ‘କେଜିଏଫ୍ ୨’ ସହିତ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ଅଭିନେତା ୟଶ ତାଙ୍କର ନୂଆ ଫିଲ୍ମ ଘୋଷଣା କରିଛନ୍ତି। ସାଉଥ୍ ରକିଂ ଷ୍ଟାର୍ ୟଶଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଏକ ନୂଆ ଫିଲ୍ମକୁ ଅପେକ୍ଷା କରିଥିଲେ, ଯାହାର ଅପେକ୍ଷା ବର୍ତ୍ତମାନ ଶେଷ ହେବାକୁ ଯାଉଛି।

ନିଜ ନୂଆ ଫିଲ୍ମର ନାମ ଘୋଷଣା କରିବା ସହିତ ୟଶ ଏହାର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ୟଶଙ୍କ ନୂଆ ଫିଲ୍ଲର ନାମ ରହିଛି ‘ଟକ୍ସିକ୍ – ଏ କେୟରୀ ଟେଲ୍ ଫୋର୍ ଗ୍ରୋନ୍ ଅପ୍ସ’। ଏକ ଚମତ୍କାର ଭିଡିଓ ଶେୟାର କରି ୟଶ ଏହାର ଘୋଷଣା କରିଛନ୍ତି।

Related Articles

Back to top button