ମନୋରଞ୍ଜନ

ଅଭିନେତାଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି ଜେରେମି ରେନର

ବିଶ୍ୱସ୍ତରରେ ୨୦୨୩ରେ ଅଧିକ ଖୋଜା ଯାଇଥିବା ଅଭିନେତାଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି ଜେରେମି ରେନର। ତାଙ୍କ ପରେ ଡାନି ମାଷ୍ଟରସନ, ପେଡ୍ରୋ ପାସ୍କାଲ୍ । କେବଳ ଦୁଇଜଣ ଅଭିନେତ୍ରୀ ଶ୍ରେଷ୍ଠ ୧୦ରେ ଅଛନ୍ତି – ଜେନ୍ନା ଓରଟେଗା ଏବଂ କିଆରା ଆଡ୍‌ଭାନି।

ଜେନ୍ନା ଓର୍‌ଟେଗା ଚଳିତ ବର୍ଷ କୌଣସି ଫିଲ୍ମ କରି ନଥିବାରୁ କିଆରାଙ୍କୁ ୨୦୨୩ ମସିହାରେ ଗୁଗୁଲରେ ଦୁନିଆର ସବୁଠାରୁ ଅଧିକ ଖୋଜା ଯାଇଥିବା ଚଳଚ୍ଚିତ୍ର ଅଭିନେତ୍ରୀ ଭାବରେ ପରିଣତ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com