ମନୋରଞ୍ଜନ
ଅରବାଜ ଖାନ ଏବଂ ଜର୍ଜିଆ ଆଣ୍ଡ୍ରିୟାନି ଅଲଗା ହୋଇଯାଇଛନ୍ତି
ଚାରି ବର୍ଷ ଏକାଠି ରହିବା ପରେ ଅରବାଜ ଖାନ ଏବଂ ଜର୍ଜିଆ ଆଣ୍ଡ୍ରିୟାନି ଅଲଗା ହୋଇଯାଇଛନ୍ତି। ନିକଟରେ ଏହି କପଲ ସେମାନଙ୍କ ବ୍ରେକ ଅପ୍ ବିଷୟରେ ଘୋଷଣା କହିଥିଲେ।
ବର୍ତ୍ତମାନ ଜର୍ଜିଆ ଅରବାଜଙ୍କ ସହ ବ୍ରେକଅପ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ, ସେ ଦେଢ଼ ବର୍ଷ ଧରି ଅବିବାହିତ ଅଛନ୍ତି ଏବଂ ବ୍ରେକ ଅପ୍ ପରେ ମଧ୍ୟ ଅରବାଜଙ୍କୁ ମିସ କରୁଛନ୍ତି। ହେଲେ ଏବେ ତାଙ୍କ ପାଖରେ ଫେରିବାର କୌଣସି ଉପାୟ ନାହିଁ।