ଅନ୍ତର୍ଜାତୀୟ

ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ କହିଛନ୍ତି ଯେ ହିନ୍ଦୁ ଆସ୍ଥା ବା ଧର୍ବ ଉପରେ ଗଭୀର ବିଶ୍ୱାସ ଅଛି

ଆମେରିକାରରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ କହିଛନ୍ତି ଯେ ତାଙ୍କର ହିନ୍ଦୁ ଆସ୍ଥା ବା ଧର୍ବ ଉପରେ ଗଭୀର ବିଶ୍ୱାସ ଅଛି ଏବଂ ସେ ବୋଧହୁଏ ଖ୍ରୀଷ୍ଟିଆନ ବା ଇସାଇ ଧର୍ମ ପ୍ରଚାର କରିବାରେ ସଠିକ ବ୍ୟକ୍ତି ନୁହଁନ୍ତି।

ବିବେକ ରାମସ୍ବାମୀ ବୁଧବାର ଅୟୋବା ରାଜ୍ୟରେ ସିଏନଏନର ଟାଉନ ହଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ରାମସୱାମୀ ଧର୍ମ, ଆମେରିକାକୁ ଆସୁଥିବା ପ୍ରବାସୀ, ସୀମା ସୁରକ୍ଷା, ଅର୍ଥନୈତିକ ଅସମାନତା ଭଳି ପ୍ରଶ୍ନର ଉତ୍ତର ଦେଇଥିଲେ।

Related Articles

Back to top button