ଅନ୍ତର୍ଜାତୀୟ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ନିର୍ବାଚନ ଲଢ଼ିବେ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ନିର୍ବାଚନ ଲଢ଼ିବେ। ଏଥର କିନ୍ତୁ ସେ ତାଙ୍କ ଦଳ ପକ୍ଷରୁ ପ୍ରାର୍ଥୀ ହେବେ ନାହିଁ। ପୁଟିନ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ନିର୍ବାଚନ ମୈଦାନକୁ ଓହ୍ଲାଇବେ।

ତାଙ୍କ ଦଳ କିନ୍ତୁ ପୁଟିନକୁ ନିର୍ବାଚନରେ ସମର୍ଥନ କରିବ। ଦୁଇ ଜଣ ଦଳୀୟ ସାଂସଦଙ୍କ ବୟାନକୁ ଆଧାର କରି ଆରଆଇଏ ନ୍ୟୁଜ ଏଜେନ୍ସି ଏହି ଖବର ପ୍ରକାଶ କରିଛି। ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ହେଲା ପୁଟିନ ରୁଷର ଶାସନ ଗାଦିରେ ବସିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com